-
ମୟୂରୀ ଅଣ୍ଡାରୁ ଆଦିଭଞ୍ଜ ! ମୟୂରଭଞ୍ଜ
ଅନେକ କଥା ଅଛି, ଯାହାର ରହସ୍ୟ ଛୁଇଁପାରିନି ଇତିହାସ । ଅଥଚ କିମ୍ବଦନ୍ତୀରେ ତାହା ଜନମାନସକୁ ଧରି ରଖିଛି ବର୍ଷବର୍ଷ ଧରି । ଓଡିଶା ଇତିହାସରେ ସେମିତି ଏକ ଅଜ୍ଞାତ ଅଧ୍ୟାୟ,ଯାହାକୁ ନେଇ ଆଜି ବି ଗବେଷକ ମାନେ ଅନିଶ୍ଚିତତା ଆଉ... -
ସିଂହନାଥ ପୀଠ, ମହାନଦୀ ରେ
ମହାନଦୀ ଗର୍ଭେ ଶୋଭିତ ରମ୍ୟ ଶିଳା ପର୍ବତପ୍ରାଚୀନ ଐତିହ୍ୟ ମଣ୍ଡିତ ସିଂହନାଥ ପୂଜିତ ।ନଦୀର ବକ୍ଷରେ ନଉକା ଧୀରେ ଧୀରେ ସଂଚାଳିଅପରୂପ ଶୋଭା ରାଶିର ସ୍ମୃତି ଉଠେ ଉଚ୍ଛୁଳି... -
ପୁରାଣ ପ୍ରସିଦ୍ଧ ମଣିନାଗ ର ରହସ୍ୟ ଏବଂ ନର ବଳି ପ୍ରଥା
ସର୍ପଫଣା ପରି ସୁଦୃଶ୍ୟ ମଣିନାଗ ପର୍ବତକାହିଁ କେତେ ବାଙ୍କେ ତା’ ଦେହୁ ଝର ହୁଏ ନିର୍ଗତ ।ଉତ୍ଫୁଲ୍ଲିତ କରେ ଚିତ୍ତକୁ ଅଶ୍ରୁମୁଖୀ ପ୍ରପାତନାନା ବନଫୁଲ ବାସନା ଛୁଟୁଥାଇ ନିରତ ।ଶିଖରୀ ଶୀର୍ଷରେ ନିର୍ମିତ କୁଟିକମ ମନ୍ଦିରେ ମାତା ମଣିନାଗ ଶୋଭିତ ଚକାଶିଳା ଉପରେ... -
ଦୁଃଖ କରନାହିଁ, ନିକଟ ଭବିଷ୍ୟତରେ ମୁଁ ପୁଣି ଫେରିବି, ଅଲୌକିକତାର……
ଅ।ସ୍ଥା, ବିଶ୍ବାସକୁ ନେଇ ମଣିଷ ଗତିଶୀଳ। ସେଥିପାଇଁ କୁହାଯାଇଛି ତ, ବିଶ୍ବାସେ ମିଳଇ ହରି, ତର୍କେ ବହୁଦୂର । ଅ।ସ୍ଥା ଓ ବିଶ୍ବାସ ନ ଥିଲେ ଏ ସଂସାର ନଥାନ୍ତା! ବିସ୍ମୟ ଓ ଚମତ୍କାର ଏ ଜୀବନକୁ ରୋମାଂଚମୟ କରିଛି ।...



